ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଉଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଉଡ଼ି   ବିଶେଷ୍ୟ

ଅର୍ଥ : ମୋଟା ରଜ୍ଜୁ

ଉଦାହରଣ : ସେ ଦଉଡ଼ି ଧରି କୂଅ ଭିତରକୁ ପଶିଲା

मोटी रस्सी।

वह रस्सा पकड़ कर कुएँ में उतर गया।
आरसा, जेवड़ा, नार, रसरा, रस्सा

A very strong thick rope made of twisted hemp or steel wire.

cable

ଅର୍ଥ : କୂଅରୁ ପାଣି ବାହାର କରିବା ରସି

ଉଦାହରଣ : କୂଅରୁ ପାଣି ବାହାର କରିବା ସମୟରେ ଦଉଡ଼ି ହାତରୁ ଖସିଯାଇ କୂଅରେ ପଡ଼ିଗଲା

ସମକକ୍ଷ : ବରେତା

सन का मोटा रस्सा।

कुएँ से पानी निकालते समय बरेता हाथ से छूटकर कुएँ में गिर गया।
बरेत, बरेता

ଅର୍ଥ : କୂଅରୁ ପାଣି କାଢ଼ିବା ଲାଗି ବ୍ୟବହୃତ ହେଉଥିବା ରସି

ଉଦାହରଣ : ଦଉଡ଼ି ଛିଡିଯିବାରୁ ଗରା କୂଅରେ ଗଳିପଡ଼ିଲା

वह रस्सी जिसकी सहायता से कुएँ आदि से पानी निकाला जाता है।

नीजू के टूटते ही गगरी कुएँ में गिर गई।
नीजू, लजुरी, लाव, लेज, लेजु, लेजुर, लेजुरा, लेजुरी

ଅର୍ଥ : ବହୁତ ମୋଟା ରସି ବା ମୋଟା ବରହୀ

ଉଦାହରଣ : ଗାଁଲୋକେ ଚୋରକୁ ଦଉଡ଼ିରେ ବାନ୍ଧିଦେଲେ

ସମକକ୍ଷ : ବରହା

बहुत ही मोटी रस्सी या मोटी बरही।

गाँववालों ने चोर को बरहे से बाँध दिया।
बरहा