ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିବେଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିବେଣୀ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ତିନିଟି ନଦୀ ମିଶିଛନ୍ତି

ଉଦାହରଣ : ଏକାଦଶୀ ଦିନ ଆମେମାନେ ତ୍ରିବେଣୀରେ ସ୍ନାନ କଲୁ

वह स्थान जहाँ तीन नदियाँ मिलती हों।

एकादशी के दिन हम लोगों ने त्रिवेणी में स्नान किया।
तिमुहानी, तिरमुहानी, तिर्मुहानी, त्रिवेणी

ଅର୍ଥ : ଯେଉଁ ସ୍ଥାନରେ ନଦୀଗୁଡ଼ିକ ତିନି ଆଡ଼ୁ ଆସି ଏକାଠି ହୋଇଛନ୍ତି

ଉଦାହରଣ : ତ୍ରିବେଣୀରେ ସ୍ନାନ କଲେ ନିଜର ସମସ୍ତ ପାପ ଲୀନ ହୋଇଥାଏ ବୋଲି ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି

ସମକକ୍ଷ : ତିନିମୁହାଁଣୀ

वायुमंडल के विक्षोभ के आधार पर गरमी, सरदी, वर्षा आदि की विवेचना करने वाला विज्ञान।

अंतरिक्षविज्ञान के अनुसार कल शाम को भयंकर बारिश होने की संभावना है।
अंतरिक्ष विज्ञान, अंतरिक्ष-विज्ञान, अंतरिक्षविज्ञान, अन्तरिक्ष विज्ञान, अन्तरिक्ष-विज्ञान, अन्तरिक्षविज्ञान

ଅର୍ଥ : ଗଙ୍ଗା, ଯମୁନା ଏବଂ ସରସ୍ୱତୀର ସଂଗମ(ପ୍ରୟାଗରେ)

ଉଦାହରଣ : ହିନ୍ଦୁ ଧର୍ମରେ ଏଭଳି ବିଶ୍ୱାସ ଅଛି ଯେ ତ୍ରିବେଣୀରେ ସ୍ନାନ କଲେ ସବୁ ପାପ ଧୋଇ ହୋଇଯାଏ

गंगा, यमुना और सरस्वती का संगम (जो प्रयाग में है)।

हिंदू धर्म में ऐसा विश्वास है कि त्रिवेणी में स्नान करने से सभी पाप धुल जाते हैं।
त्रिवेणी, बेनी