ଅର୍ଥ : ତାମିଲନାଡ଼ୁର ଏକ ଜିଲ୍ଲା
ଉଦାହରଣ :
ତ୍ରିଚିରାପଲ୍ଲୀ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ତ୍ରିଚିରାପଲ୍ଲୀ ସହରରେ ଅବସ୍ଥିତ
ସମକକ୍ଷ : ତିରୁଚିରାପଲ୍ଲୀ, ତ୍ରିଚି, ତ୍ରିଚିରାପଲ୍ଲୀ ଜିଲ୍ଲା
ଅର୍ଥ : ତାମିଲନାଡ଼ୁର ଏକ ସହର
ଉଦାହରଣ :
ମୋ ବନ୍ଧୁଙ୍କ ଝିଅ ତ୍ରିଚିରାପଲ୍ଲୀର ରାଷ୍ଟ୍ରୀୟ ବୈଷୟିକ ସଂସ୍ଥାନରେ ପଢ଼ୁଛି
ସମକକ୍ଷ : ତିରୁଚିରାପଲ୍ଲୀ, ତ୍ରିଚି, ତ୍ରିଚିରାପଲ୍ଲୀ ସହର