ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରାଣକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରାଣକର୍ତ୍ତା   ବିଶେଷ୍ୟ

ଅର୍ଥ : ଯେ କାହାରିକୁ ଉଦ୍ଧାର କରେ ବା କାହାରି ଦୁଃଖକଷ୍ଟ ଦୂର କରେ

ଉଦାହରଣ : ଆଧୁନିକ ସମାଜରେ କିଛି ଲୋକ ତ୍ରାଣକର୍ତ୍ତା ହେବାର ଅଭିନୟ କରୁଛନ୍ତି

ସମକକ୍ଷ : ଉଦ୍ଧାର କର୍ତ୍ତା, ରକ୍ଷା କର୍ତ୍ତା

वह जो किसी को मुक्त कराए या किसी के कष्ट आदि को दूर करे।

आधुनिक समाज में कुछ लोग मसीहा बनने का ढोंग करते हैं।
मसीह, मसीहा

Any expected deliverer.

christ, messiah