ଅର୍ଥ : ଯେ ଡରି ଯାଇଛି
ଉଦାହରଣ :
ସିଂହ ଆସିବା ଖବର ଶୁଣି ଗାଁଲୋକ ଆତଙ୍କିତ ହୋଇଗଲେ
ସମକକ୍ଷ : ଆତଙ୍କିତ, ଭୟାକୁଳ, ଭୟାକ୍ରାନ୍ତ, ସଂତ୍ରସ୍ତ
ଅର୍ଥ : ଯାହାର ଆଶଂକା ରହିଛି ବା ଯିଏ ଆଶଂକାରେ ପୂର୍ଣ୍ଣ
ଉଦାହରଣ :
ସେ ସେହି କାର୍ଯ୍ୟକୁ ନେଇ ଆଶଂକିତ
ସମକକ୍ଷ : ଆଶଂକାନ୍ୱିତ, ଆଶଂକିତ, ଭୀତ, ଶଙ୍କାଯୁକ୍ତ