ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୋଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୋଳିବା   ବିଶେଷ୍ୟ

ଅର୍ଥ : ଫୁଲ ଆଦି ତୋଳିବାର କାମ

ଉଦାହରଣ : ମା’ ପୂଜା ପାଇଁ ଫୁଲ ତୋଳୁଛନ୍ତି

ସମକକ୍ଷ : ଚୟନ କରିବା

फूल आदि चुनने की क्रिया।

माँ पूजा हेतु कुसुम अवचय में लगी हुई है।
अवचय, चुनना, चुनाई

The act of picking (crops or fruit or hops etc.).

picking

ତୋଳିବା   କ୍ରିୟାପଦ

ଅର୍ଥ : ଫୁଲକୁ ଗଛରୁ ଅଲଗା କରିବା

ଉଦାହରଣ : ଏହି ଫୁଲକୁ ତୋଳନାହିଁ୤

ସମକକ୍ଷ : ଛିଣ୍ଡାଇବା

फूल को पौधे से अलग करना।

मालिन बगीचे में फूल चुन रही है।
चुनना, लोढ़ना

Pull or pull out sharply.

Pluck the flowers off the bush.
pick off, pluck, pull off, tweak

ଅର୍ଥ : କୌଣସି ଅଙ୍ଗ ଆଦିକୁ ମୂଳ ବସ୍ତୁରୁ ଅଲଗା କରିବା

ଉଦାହରଣ : ପବନ ବଗିଚାରେ ଆମ୍ବ ତୋଳୁଛି

किसी वस्तु के किसी अंग को अथवा उसमें लगी हुई किसी वस्तु को काट कर या अन्य किसी प्रकार से उससे अलग करना या निकाल लेना।

पवन बगीचे में आम तोड़ रहा है।
टोरना, तोड़ना, तोरना

Break a small piece off from.

Chip the glass.
Chip a tooth.
break off, chip, cut off, knap