ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତିଳ, ସୋରିଷଆଦିକୁ ପେଡ଼ି ତେଲ ବାହାରକରିବା କାମ କରୁଥିବା ଜାତି
ଉଦାହରଣ : ଉତ୍ତର ଭାରତରେ ଆଜିବି ତେଲିଜାତିର ଲୋକେ ତେଲପେଡ଼ା ବ୍ୟବସାୟରେ ଲାଗିଛନ୍ତି
ସମକକ୍ଷ : ତେଲି
एक जाति जो तिल, सरसों आदि को पेरकर तेल निकालने का काम करती है।
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
ସଂସ୍ଥାପନ କରନ୍ତୁ