ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଷାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଷାର   ବିଶେଷ୍ୟ

ଅର୍ଥ : ପବନରେ ମିଳୁଥିବା ବାଷ୍ପର ଅତ୍ୟନ୍ତ ସୂକ୍ଷ୍ମ ଅଣୁ ଯାହା ଥଣ୍ଡା ହୋଇଯିବା କାରଣରୁ ପୃଥିବୀ ଉପରେ ଧଳା ସ୍ତର ରୂପରେ ଜମି ଯାଏ

ଉଦାହରଣ : ଅତ୍ୟଧିକ ଶିଶିରପାତ କାରଣରୁ ଆଳୁ ଫସଲ ନଷ୍ଟଭ୍ରଷ୍ଟ ହୋଇଗଲା

ସମକକ୍ଷ : କାକର, ତୁହିନ, ନୀହାର, ଶିଶିର, ହିମ

हवा में मिले हुए भाप के अत्यंत सूक्ष्म अणु जो ठंडक के कारण पृथ्वी पर सफ़ेद तह के रूप में जम जाते हैं।

अत्यधिक पाला पड़ने के कारण आलू की फसल चौपट हो गयी।
अवश्याय, आकाश-जल, आकाशजल, तुषार, तुहिन, नीहार, पाला, प्रालेय, मिहिका, हिम, हेम, हेवाँय, हैम

Ice crystals forming a white deposit (especially on objects outside).

frost, hoar, hoarfrost, rime

ଅର୍ଥ : ତୁଷାରପାତ କାରଣରୁ ଅଧିକ ଥଣ୍ଡା ବା ଜାଡ ହୁଏ

ଉଦାହରଣ : ଏହି ବର୍ଷ ଏଠାରେ ଅତ୍ୟଧିକ ତୁଷାର ପଡୁଛି

बहुत अधिक ठंड या सर्दी जो कि पाला पड़ने के कारण होती है।

इस साल यहाँ अत्यधिक पाला है।
पाला

Coldness as evidenced by frost.

frostiness

ଅର୍ଥ : ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି

ଉଦାହରଣ : ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି

ସମକକ୍ଷ : ବରଫ, ହିମାନୀ

मशीनों आदि अथवा कृत्रिम उपायों से जमाया हुआ या प्राकृतिक रूप से जमा हुआ पानी।

वह पानी को ठंडा करने के लिए उसमें बर्फ डाल रहा है।
बरफ, बरफ़, बर्फ, बर्फ़

Water frozen in the solid state.

Americans like ice in their drinks.
ice, water ice