ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଳନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଳନୀୟ   ବିଶେଷଣ

ଅର୍ଥ : ଯାହା ତୁଳନା ଯୋଗ୍ୟ

ଉଦାହରଣ : ଆପଣଙ୍କ ବ୍ୟକ୍ତିତ୍ୱ ଭଗବାନ ରାମଙ୍କ ସହ ତୁଳନୀୟ

ସମକକ୍ଷ : ତୁଲ୍ୟ

जो तुलना के योग्य हो।

आपका व्यक्तित्व भगवान राम से तुलनीय है।
तुलनीय, तुल्य

Able to be compared or worthy of comparison.

comparable