ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିରିଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିରିଶ   ବିଶେଷ୍ୟ

ଅର୍ଥ : କୋଡ଼ିଏରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ଦଶର ତିନି ଗୁଣ ତିରିଶ ହୁଏ

ସମକକ୍ଷ : ୩୦

बीस और दस के योग से प्राप्त संख्या।

दस में तीन का गुणा करने पर तीस आता है।
30, XXX, तीस, ३०

The cardinal number that is the product of ten and three.

30, thirty, xxx

ଅର୍ଥ : ତିରିଶବର୍ଷର ଆୟୁ ବା ଗଣନାରେ ତିରିଶତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ତିରିଶରେ ତାର ବିବାହ ହେଲା

ସମକକ୍ଷ : ତିରିଶବରଷ, ତିରିଶବର୍ଷ

A period of time occupying a regular part of a calendar year that is used for some particular activity.

A school year.
year

ଅର୍ଥ : କୌଣସି ଇଂରେଜୀ ମାସର ତ୍ରିଂଶତ୍ତମ ଦିନ ପଡ଼ୁଥିବା ତାରିଖ

ଉଦାହରଣ : ଆସନ୍ତାମାସ ତିରିଶ ତାରିଖରେ ନିର୍ବାଚନ

ସମକକ୍ଷ : ତିରିଶ ତାରିଖ

ତିରିଶ   ବିଶେଷଣ

ଅର୍ଥ : କୋଡ଼ିଏ ଓ ଦଶ

ଉଦାହରଣ : ଆମର ଶ୍ରେଣୀରେ ମୋଟ ତିରିଶ ଜଣ ବିଦ୍ୟାର୍ଥୀ ଅଛନ୍ତି

ସମକକ୍ଷ : ୩୦

बीस और दस।

हमारी कक्षा में तीस विद्यार्थी हैं।
30, XXX, तीस, ३०

Being ten more than twenty.

30, thirty, xxx