ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଲବ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଲବ୍ୟ   ବିଶେଷ୍ୟ

ଅର୍ଥ : ଏହି ବର୍ଣ୍ଣ ଯାହାର ଉଚ୍ଚାରଣ ତାଳୁରୁ ହୋଇଥାଏ

ଉଦାହରଣ : ଚ୍,ଛ୍‌,ଜ୍‌,ଝ୍‌,ଶ୍‌,ୟ୍‌ ଆଦି ବ୍ୟଞ୍ଜନ ତାଲବ୍ୟ

ସମକକ୍ଷ : ତାଲବ୍ୟ ବର୍ଣ୍ଣ

वह वर्ण जिसका उच्चारण तालु से किया जाता हो।

च्,छ्,ज्,झ्,श्,य् आदि व्यंजन तालव्य हैं।
तालव्य, तालव्य वर्ण

A semivowel produced with the tongue near the palate (like the initial sound in the English word `yeast').

palatal

ତାଲବ୍ୟ   ବିଶେଷଣ

ଅର୍ଥ : ତାଳୁ ସଂବନ୍ଧୀୟ

ଉଦାହରଣ : ତାଳୁରୁ ଉଚ୍ଚାରଣ କରାଯାଉଥିବା ବର୍ଣ୍ଣକୁ ତାଲବ୍ୟ ବର୍ଣ୍ଣ କୁହାଯାଏ

तालु-संबंधी।

तालु से उच्चारण किए जाने वाले वर्ण तालव्य वर्ण कहलाते हैं।
तालव्य

Relating to or lying near the palate.

Palatal index.
The palatine tonsils.
palatal, palatine