ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାପମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାପମାନ   ବିଶେଷ୍ୟ

ଅର୍ଥ : କୌଣସି ପଦାର୍ଥ, ବାତାବରଣ କିମ୍ବା ଶରୀରରେ ଗରମ ବା ଥଣ୍ଡାର ଅବସ୍ଥା ଯାହା କିଛି ବିଶେଷ ପ୍ରକାରରେ ମାପି ହୁଏ

ଉଦାହରଣ : ଗ୍ରୀଷ୍ମଦିନରେ ତାପମାନ ବଢ଼ିଯାଏ

किसी पदार्थ,वातावरण अथवा शरीर में की गरमी या सरदी की वह स्थिति जो कुछ विशेष प्रकार से नापी जाती है।

गर्मी के दिनों में तापमान बढ़ जाता है।
तापमान

The degree of hotness or coldness of a body or environment (corresponding to its molecular activity).

temperature