ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରକାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରକାରି   ବିଶେଷ୍ୟ

ଅର୍ଥ : ରନ୍ଧା ଯାଇଥିବା ତରକାରି

ଉଦାହରଣ : ଆଳୁରେ ନାନା ପ୍ରକାରର ତରକାରି ତିଆରି ହୁଏ

ସମକକ୍ଷ : ତିଅଣ, ତୁଅଣ, ତୁଣ, ବ୍ୟଞ୍ଜନ

पकी हुई सब्जी।

आलू से कई तरह की सब्जियाँ बनती हैं।
तरकारी, भाजी, सब्जी

A particular item of prepared food.

She prepared a special dish for dinner.
dish

ଅର୍ଥ : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ

ଉଦାହରଣ : ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ

ସମକକ୍ଷ : ତିଅଣ, ତୁଣ, ବ୍ୟଞ୍ଜନ

पकी हुई मसालेदार तर या गीली सब्ज़ी।

खाने में उन्हें एक तरकारी और एक भुजिया अवश्य चाहिए।
तरकारी, तीवन, सालन

(East Indian cookery) a pungent dish of vegetables or meats flavored with curry powder and usually eaten with rice.

curry