ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଜିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଜିକ   ବିଶେଷ୍ୟ

ଅର୍ଥ : ଯେଉଁ ଜନ ସମୁଦାୟ ମଧ୍ୟରେ ବେଶି ମୁସଲମାନ ଅଛନ୍ତି

ଉଦାହରଣ : ତଜିକ ମାନେ ତଜିକସ୍ତାନ ତଥା ତାହାକୁ ଲାଗିଥିବା ଉଜବେକିସ୍ତାନ୍,ଆଫଗାନିସ୍ତାନ ତଥା ଚୀନରେ ରହନ୍ତି

एक समूह जिसमें अधिकतर मुसलमान हैं।

तज़िक तज़िकिस्तान तथा उससे लगे हुए उज़बेकिस्तान, अफ़गानिस्तान तथा चीन में रहते हैं।
तज़िक, तजिक

An ethnic group (mostly Moslem) living in Tajikistan and neighboring areas of Uzbekistan and Afghanistan and China.

tadzhik, tajik

ଅର୍ଥ : ତାଜିକସ୍ତାନର ଭାଷା

ଉଦାହରଣ : ଫାରସୀ ସହିତ ତଜିକ_ଭାଷା ଅନେକ ପରିମାଣରେ ମିଶି ଯାଏ

ସମକକ୍ଷ : ତଜିକ ଭାଷା

तज़िकिस्तान की भाषा।

तज़िक फारसी से मिलता-जुलता है।
तज़िक, तज़िक भाषा, तज़िक-भाषा, तजिक, तजिक भाषा, तजिक-भाषा

The Iranian language of the Tajik that is closely related to Farsi. Spoken in Iran and Tajikistan.

tadzhik, tajik, tajiki

ଅର୍ଥ : ତାଜିକିସ୍ତାନ୍ ଓ ଏହାକୁ ଲାଗିଥିବା ଉଜବେକିସ୍ତାନ୍,ଆଫଗାନିସ୍ତାନ୍ ତଥା ଚୀନର ନିବାସୀ

ଉଦାହରଣ : ସେହି ତାଜିକର ପୋଷାକ ଟିକେ ଅଲଗା ଥିଲା

ସମକକ୍ଷ : ତାଜିକ

तज़िकिस्तान तथा उससे लगे हुए उज़बेकिस्तान, अफ़गानिस्तान तथा चीन में रहनेवाला व्यक्ति।

उस तज़िक का पहनावा कुछ अलग था।
तज़िक, तजिक

A native or inhabitant of Tajikistan and neighboring areas of Uzbekistan and Afghanistan and China.

tadzhik, tajik