ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଉଲିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଉଲିବା   ବିଶେଷ୍ୟ

ଅର୍ଥ : ତଉଲ ବା ଓଜନ କରିବା କ୍ରିୟା

ଉଦାହରଣ : ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍‌ ଅଛି

ସମକକ୍ଷ : ଉତ୍ତୋଳନ କରିବା, ମାପିବା

तौलने या वजन करने की क्रिया।

भार उत्तोलन के लिए स्टेशनों पर मशीनें होती हैं।
उत्तोलन

ତଉଲିବା   କ୍ରିୟାପଦ

ଅର୍ଥ : ପାଣିରେ ବୁଡ଼ି ମାପନେବା

ଉଦାହରଣ : ପୋଖରୀ କୂଳରେ ଠିଆହୋଇ ତୁମେ ପୋଖରୀର ଗଭୀରତା କିପରି ମାପିବ?

ସମକକ୍ଷ : ମାପକରିବା, ମାପିବା

डूबकर थाह लेना।

तालाब के किनारे खड़े होकर तुम तालाब की गहराई कैसे गाहोगे।
गाहना

ଅର୍ଥ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା

ଉଦାହରଣ : ଦୋକାନୀ ଶସ୍ୟ ମାପୁଛି

ସମକକ୍ଷ : ଓଜନ କରିବା, ମାପିବା

किसी वस्तु का गुरुत्व या भारीपन का परिमाण जानने के लिए उसे काँटे, तराजू आदि पर रखना।

दुकानदार अनाज तौल रहा है।
जोखना, तोलना, तौलना, वजन करना

Determine the weight of.

The butcher weighed the chicken.
librate, weigh

ଅର୍ଥ : ଓଜନ କରିବା

ଉଦାହରଣ : ଦଶ ବସ୍ତା ଧାନ ଓଜନ ହେଲା

ସମକକ୍ଷ : ଓଜନ କରିବା, ମାପ କରିବା

तौलाई होना।

दस बोरे धान तौला गए।
जुखना, तौला जाना, वजन होना