ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡ୍ରାଫ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡ୍ରାଫ୍ଟ   ବିଶେଷ୍ୟ

ଅର୍ଥ : ବ୍ୟାଙ୍କ ଆଦି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଦସ୍ତାବିଜ ଯେଉଁଥିରେ ଟଙ୍କାର ସମୂହ ଏବଂ ଏହି ଟଙ୍କାକୁ ପାଉଥିବା ବ୍ୟକ୍ତି, ବ୍ୟାଙ୍କ ଆଦିର ନାମ ଲେଖାଯାଇଥାଏ

ଉଦାହରଣ : ଆପଣଙ୍କୁ ଆବେଦନ ପତ୍ର ସହିତ ପାଞ୍ଚଶହ ଟଙ୍କାର ଡ୍ରାଫ୍ଟକୁ କମ୍ପାନୀ ନାମରେ ପଠାଇବାକୁ ପଡିବ

बैंक आदि के द्वारा बना हुआ वह दस्तावेज़ जिस पर रुपए की एक राशि और इस रुपए को पाने वाले व्यक्ति, बैंक आदि का नाम अंकित होता है।

आपको पद आवेदन के साथ पाँच सौ का ड्राफ्ट भी कंपनी के नाम से भेजना है।
ड्राफ़्ट, ड्राफ्ट, हुंडी, हुण्डी

A document ordering the payment of money. Drawn by one person or bank on another.

bill of exchange, draft, order of payment