ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡେନମାର୍କର ଭାଷା
ଉଦାହରଣ : ସେ ଡେନମାର୍କୀ କହିବାକୁ ଚେଷ୍ଟା କରୁଛି
ସମକକ୍ଷ : ଡେନମାର୍କୀ, ଡେନମାର୍କୀ ଭାଷା
डेनमार्क की भाषा।
A Scandinavian language that is the official language of Denmark.
ଅର୍ଥ : ଡେନମାର୍କ ନିବାସୀ
ଉଦାହରଣ : ତାଙ୍କର ଡେନମାର୍କୀ ସହିତ ବାହାଘର ହୋଇଛି
ସମକକ୍ଷ : ଡେନମାର୍କବାସୀ, ଡେନମାର୍କୀ
डेनमार्क का निवासी।
A native or inhabitant of Denmark.
ଅର୍ଥ : ଡେନମାର୍କୀ ଭାଷା ସଂବନ୍ଧିତ ବା ଡେନମାର୍କୀ ଭାଷାର
ଉଦାହରଣ : ସେ ଆମକୁ ଡେନମାର୍କୀୟ କବିତା ପଢ଼ିକରି ଶୁଣାଇଲେ
ସମକକ୍ଷ : ଡେନମାର୍କୀୟ
डेनमार्की भाषा से संबंधित या डेनमार्की भाषा का।
ଅର୍ଥ : ଡେନମାର୍କର ବା ଡେନମାର୍କ ସଂବନ୍ଧିତ
ଉଦାହରଣ : ଡେନମାର୍କୀୟ ଚକଲେଟ ବିଶ୍ୱ ପ୍ରସିଦ୍ଧ
डेनमार्क का या डेनमार्क से संबंधित।
ସଂସ୍ଥାପନ କରନ୍ତୁ