ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡିନର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡିନର   ବିଶେଷ୍ୟ

ଅର୍ଥ : ରାତ୍ରୀଭୋଜନ ଗ୍ରହଣ କରିବା ବା ଡିନର ନେବାର କାମ

ଉଦାହରଣ : ସେ ରାତ୍ରୀଭୋଜନ ପରେ ବସିରହି ପଢ଼ୁଛି

ସମକକ୍ଷ : ରାତ୍ରୀଭୋଜନ

रात्रि-भोजन ग्रहण करने का काम या डिनर लेने की क्रिया।

वह रात्रि-भोजन के बाद बैठकर पढ़ता है।
डिनर कर्म, रात्रि-भोजन, रात्रि-भोजन कर्म, रात्रि-भोजन ग्रहण

The act of eating dinner.

dining

ଅର୍ଥ : ରାତ୍ରୀରେ ନିଆଯାଉଥିବା ଦିନର ମୁଖ୍ୟ ଭୋଜନ

ଉଦାହରଣ : ଆମ୍ଭେମାନେ ରାତ୍ରୀଭୋଜନପାଇଁ ହୋଟେଲ ଯିବୁ

ସମକକ୍ଷ : ରାତ୍ରୀଭୋଜନ

दिन का वह मुख्य भोजन जो रात को किया जाता है।

हमलोग आज रात्रि-भोजन के लिए एक होटल में जाएँगे।
डिनर, ब्यारी, ब्यालू, रात्रि-भोजन

The main meal of the day served in the evening or at midday.

Dinner will be at 8.
On Sundays they had a large dinner when they returned from church.
dinner