ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାକିବା   କ୍ରିୟାପଦ

ଅର୍ଥ : ପାଟିକରି ଡାକିବା

ଉଦାହରଣ : ମା ତୁମକୁ ଡାକୁଛି

आवाज देकर बुलाना।

माँ तुम्हें पुकार रही है।
आवाज देना, आवाज़ देना, पुकार लगाना, पुकारना

Call out loudly, as of names or numbers.

call out

ଅର୍ଥ : କାହାକୁ ନିଜ ଆଡ଼କୁ ବା ନିଜ ପାଖକୁ ଆସିବାପାଇଁ କହିବା

ଉଦାହରଣ : ଜେଜେମା ଜେଜେଙ୍କୁ ଠାରରେ ଡାକୁଛନ୍ତି

किसी को अपने यहाँ या पास आने के लिए कहना।

दादी दादा को इशारे से बुला रही हैं।
बुलाना

Ask to come.

Summon a lawyer.
summon

ଅର୍ଥ : ଆମନ୍ତ୍ରଣ କରିବା

ଉଦାହରଣ : ସେ ନିଜ ବାହାଘରରେ ଆମ ସମସ୍ତଙ୍କୁ ନିମନ୍ତ୍ରଣ କରିଛି

ସମକକ୍ଷ : ନିମନ୍ତ୍ରଣ କରିବା, ନିମନ୍ତ୍ରିତ କରିବା

Request the participation or presence of.

The organizers invite submissions of papers for the conference.
call for, invite

ଅର୍ଥ : ମୁଖସ୍ତକରିବାପାଇଁ ବାରମ୍ବାର କହିବା ବା ପଢ଼ିବା

ଉଦାହରଣ : ପିଲାମାନେ ପଣକିଆ ଡାକୁଛନ୍ତି

ସମକକ୍ଷ : ମୁଖସ୍ଥକରିବା

मुँहज़बानी याद करने के लिए बार-बार कहना या पढ़ना।

बच्चे पहाड़ा रट रहे हैं।
अभ्यास करना, घोंटना, घोटना, मश्क करना, रटना, रट्टा लगाना

Repeat mindlessly.

The students parroted the teacher's words.
parrot