ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାଇଭିଂ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାଇଭିଂ   ବିଶେଷ୍ୟ

ଅର୍ଥ : ବୁଡ଼ ଲଗାଇବା କାର୍ଯ୍ୟ

ଉଦାହରଣ : ବୁଡ଼ାଳୀ ସମୁଦ୍ରରେ ବୁଡ଼ିବାକାର୍ଯ୍ୟ କରୁଛି

ସମକକ୍ଷ : ପାଣିବୁଡ଼ା, ବୁଡ଼ିବାକାର୍ଯ୍ୟ

गोता लगाने की क्रिया।

गोताखोर समुद्र में गोताखोरी कर रहा है।
ग़ोताख़ोरी, गोताखोरी

A headlong plunge into water.

dive, diving

ଅର୍ଥ : ଯେଉଁ ଖେଳ ପ୍ରତିଯୋଗିତାରେ ଖେଳାଳୀମାନେ ପାଣିରେ ଡୁବ ମାରନ୍ତି

ଉଦାହରଣ : ଏହି ସ୍ୱିମିଂ ପୁଲରେ ବୁଡ଼ ପ୍ରତିଯୋଗିତା ତିନିଦିନ ପର୍ଯ୍ୟନ୍ତ ଚାଲିବ

ସମକକ୍ଷ : ବୁଡ଼ ପ୍ରତିଯୋଗିତା

वह खेल प्रतियोगिता जिसमें खिलाड़ी पानी में डुबकी लगाते हैं।

इस तरण-ताल में गोताखोरी तीन दिनों तक चलेगी।
ग़ोताख़ोरी, ग़ोताख़ोरी प्रतियोगिता, गोताखोरी, गोताखोरी प्रतियोगिता, डाइविंग

An athletic competition that involves diving into water.

diving, diving event