ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟେଲିଫୋନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟେଲିଫୋନ   ବିଶେଷ୍ୟ

ଅର୍ଥ : ଯେଉଁ ଯନ୍ତ୍ରଦ୍ୱାରା ଗୋଟିଏ ସ୍ଥାନରେ କୁହାଯାଉଥିବା କଥା ଅନ୍ୟ ସ୍ଥାନରେ ଶୁଣିହୁଏ

ଉଦାହରଣ : ଫୋନ ଜନସମ୍ପର୍କର ସବୁଠାରୁ ଭଲ ମାଧ୍ୟମ

ସମକକ୍ଷ : ଦୂରଭାଷ, ଫୋନ

वह यंत्र जिसके द्वारा एक स्थान से कही हुई बात दूसरे स्थान पर सुनाई पड़ती है।

फ़ोन जन-संपर्क का सबसे अच्छा माध्यम है।
टेलिफ़ून, टेलिफ़ोन, टेलिफून, टेलिफोन, टेलीफोन, दूर-ध्वनि, दूरध्वनि, दूरभाष, फ़ोन, फोन

Electronic equipment that converts sound into electrical signals that can be transmitted over distances and then converts received signals back into sounds.

I talked to him on the telephone.
phone, telephone, telephone set

ଅର୍ଥ : ତାର, ବେତାର, ଫୋନ ଆଦିଦ୍ୱାରା ଦୂରସ୍ଥାନକୁ ଖବର ପଠେଇବା ବା ପାଇବାର ବ୍ୟବସ୍ଥା

ଉଦାହରଣ : ଟେଲିଫୋନଦ୍ୱାରା ଗୋଟିଏ ସ୍ଥାନର ଖବର ବହୁତ ଶୀଘ୍ର ଦୂରବର୍ତ୍ତୀ ସ୍ଥାନକୁ ପଠାଯାଏ

ସମକକ୍ଷ : ଦୂରସଂଚାର

तार, बेतार, फोन आदि द्वारा दूर-दूर तक संदेश भेजने तथा प्राप्त करने की व्यवस्था।

दूरसंचार द्वारा एक जगह का समाचार बहुत जल्दी दूरवर्ती स्थानों पर भेजा जाता है।
टेलकाम, टेलिकाम, टेलिकॉम, टेलीकाम, टेलीकॉम, दूरसंचार

(often plural) systems used in transmitting messages over a distance electronically.

telecom, telecommunication