ଅର୍ଥ : ଟେଲିଗ୍ରାଫ୍ ବା ଟେଲିଫୋନ୍ର ସିଗିନାଲ୍ ଗ୍ରହଣ କରିପାରୁଥିବା ତାର
ଉଦାହରଣ :
ଏଠାରେ ଟେଲିଫୋନ୍ ଲାଇନ୍ ମାଟି ତଳେ ବିଛାଇ ଦିଆଯାଇଛି
ସମକକ୍ଷ : ଟେଲିଗ୍ରାଫ ଲାଇନ୍, ଟେଲିଫୋନ୍ ତାର, ଫୋନ୍ ଲାଇନ୍
ଅର୍ଥ : ଯେଉଁ ଲାଇନ୍ ସହ ଟେଲିଫୋନ୍ ଯୋଡି ହୋଇଥାଏ
ଉଦାହରଣ :
ବିଲ୍ ପଇଠ୍ ନକଲେ ଟେଲିଫୋନ୍ ଲାଇନ୍ କାଟିଦିଆଯାଏ
ସମକକ୍ଷ : ଫୋନ୍ ଲାଇନ୍