ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟପ୍ପର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟପ୍ପର   ବିଶେଷ୍ୟ

ଅର୍ଥ : ଟିଣରେ ତିଆରି ହୋଇଥିବା ଗୋଟିଏ ପ୍ରକାର ଛପର

ଉଦାହରଣ : ଗୁହାଳକୁ ଟପ୍ପର ଛାଉଣି କରା ଯାଇଛି

टिन का बना एक तरह का छाजन।

गोशाला को टप्पर से छाया गया है।
टप्पर

ଅର୍ଥ : ଯେ ଶୀର୍ଷସ୍ଥାନକୁ ଆସିଛି

ଉଦାହରଣ : କାଲି ଆମ ବିଦ୍ୟାଳୟରେ ଗତ ପାଞ୍ଚବର୍ଷର ଟପ୍ପରଙ୍କୁ ସମ୍ମାନିତ କରାଯିବ

वह जिसने टॉप किया हो।

कल हमारे विद्यालय में पिछले पाँच साल के टॉपरों को सम्मानित किया जाएगा।
टापर, टॉपर