ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଣାସୂତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଣାସୂତା   ବିଶେଷ୍ୟ

ଅର୍ଥ : ଲୁଗା ବୁଣାରେ ଲାଗୁଥିବା ଲମ୍ବା ପଟିଆ ସୂତା

ଉଦାହରଣ : ଲୁଗାରେ କେଉଁଠି କେଉଁଠି ଟଣାସୂତା ଛିଣ୍ଡି ଗଲାଣି

ସମକକ୍ଷ : ତାନା

कपड़े की बुनावट में लम्बाई के बल के सूत।

कपड़े में कहीं-कहीं ताने टूट गये हैं।
ताना

Yarn arranged lengthways on a loom and crossed by the woof.

warp