ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଙ୍ଗଷ୍ଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଙ୍ଗଷ୍ଟନ   ବିଶେଷ୍ୟ

ଅର୍ଥ : ମାଟିଆରଙ୍ଗର ଯେଉଁ ଧାତ୍ୱିକ ତତ୍ତ୍ୱର ପରମାଣୁ ସଂଖ୍ୟା ଚଉସ୍ତରି

ଉଦାହରଣ : ବିଶେଷକରି ଯାନ୍ତ୍ରିକ ଉପକରଣ ପ୍ରସ୍ତୁତି କରିବାରେ ବିଶୁଦ୍ଧ ଟଙ୍ଗଷ୍ଟନର ବ୍ୟବହାର କରାଯାଏ

एक भूरे रंग का धात्विक तत्त्व जिसकी परमाणु संख्या चौहत्तर है।

शुद्ध टंगस्टन का उपयोग विशेषकर यांत्रिक उपकरणों को बनाने में किया जाता है।
टंगस्टन

ଅର୍ଥ : ଏକ କଠିନ ରାସାୟନିକ ତତ୍ତ୍ୱ

ଉଦାହରଣ : ଟଙ୍ଗଷ୍ଟନର ପରମାଣୁ ସଂଖ୍ୟା ଚଉସ୍ତରି

ସମକକ୍ଷ : ଟଂଗଷ୍ଟନ

एक रासायनिक तत्त्व जो कठोर होता है।

टंग्स्टन की परमाणु संख्या चौहत्तर है।
टंग्स्टन