ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଙ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଙ୍କାର   ବିଶେଷ୍ୟ

ଅର୍ଥ : ଡୋରି କସା ହୋଇଥିବା କିମ୍ବା ତାର ଇତ୍ୟାଦି ଉପରେ ଆଙ୍ଗୁଳି ଚଳାଇବାରୁ ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ମହାଭାରତ ଯୁଦ୍ଧ ସମୟରେ ଯୋଦ୍ଧାମାନଙ୍କର ଧନୁର ଟଙ୍କାର ବାରମ୍ବାର ଶୁଣାଯାଉଥିଲା

वह शब्द जो कसे हुए डोरे या तार आदि पर उँगली का आघात करने से होता है।

महाभारत युद्ध के समय योद्धाओं के धनुष की टंकार बार-बार गूँज रही थी।
टंकार

A sharp vibrating sound (as of a plucked string).

twang