ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁଲଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁଲଣା   ବିଶେଷ୍ୟ

ଅର୍ଥ : ଗଛ ବା ଛାତଆଦିରେ ଝୁଲା ହୋଇଥିବା ଯେଉଁ ଦଉଡ଼ିରେ କାଠପଟାଆଦି ବନ୍ଧା ହୋଇଥାଏ ଏବଂ ଏହା ଉପରେ ବସି ଲୋକେ ଝୁଲନ୍ତି

ଉଦାହରଣ : ସେ ନିଜ ବଗିଚାରେ ଝୁଲଣା ଲଗାଉଛି

ସମକକ୍ଷ : ଝୁଲା, ଦୋଳି

पेड़ या छत आदि से लटकाई हुई रस्सियाँ आदि जिसमें तख्ता आदि बँधा रहता है और इस पर बैठकर झूलते हैं।

वह अपने बाग में झूला लगा रही है।
झूलना, झूला

Mechanical device used as a plaything to support someone swinging back and forth.

swing