ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁମୁରଝୁମୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁମୁରଝୁମୁର   ବିଶେଷ୍ୟ

ଅର୍ଥ : ନୂପୁର, ପାଉଞ୍ଜି, ଘୁଙ୍ଗୁର ଆଦିର ବାଜିବା ଶବ୍ଦ

ଉଦାହରଣ : ନୃତ୍ୟ କରିବା ସମୟରେ ନୃତ୍ୟାଙ୍ଗନାର ଘୁଙ୍ଗୁର ଝୁମୁରଝୁମୁର ହେଉଥିଲା

ସମକକ୍ଷ : ଝୁମଝୁମ, ରୁଣୁଝୁଣୁ

नूपुर, पायल, घुँघुरू आदि के बजने का शब्द।

नृत्य करते समय नृत्यांगना के घुँघुरू छमछम कर रहे थे।
छम-छम, छमछम, झम-झम, झमझम

A light clear metallic sound as of a small bell.

ting, tinkle