ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁମୁକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁମୁକା   ବିଶେଷ୍ୟ

ଅର୍ଥ : କାନରେ ପିନ୍ଧା ଯାଉଥିବା ଏକ ଗହଣା ଯାହା ଆକାରରେ କିଛି ଲମ୍ବା ହୋଇଥାଏ

ଉଦାହରଣ : ତା କାନରେ ସୁନାର ଝୁମୁକା ଶୋଭା ପାଉଥିଲା

कान में पहनने का एक गहना जो आकार में थोड़ा लंबा होता है।

उसके कानों में सोने के झुमके शोभायमान हैं।
झुमका, झूमक, झूमड़, झूमर, लुरका

Jewelry to ornament the ear. Usually clipped to the earlobe or fastened through a hole in the lobe.

earring

ଅର୍ଥ : ଏକ ପ୍ରକାରର କର୍ଣ୍ଣାଭୂଷଣ

ଉଦାହରଣ : ସୀତା ସୁନାର ଝୁମୁକା ପିନ୍ଧିଥିଲା

एक प्रकार का कर्णाभूषण।

सीता सोने के पीपरपर्न पहने हुए थी।
झाला, झुलमुली, पत्ता, पीपरपर्न, पीपलपत्ता

Jewelry to ornament the ear. Usually clipped to the earlobe or fastened through a hole in the lobe.

earring

ଅର୍ଥ : ପିଲାମାନଙ୍କର ଯେଉଁ ଖେଳନାକୁ ହଲାଇଲେ ଝୁମ୍ଝୁମ୍ ଶବ୍ଦ ବାହାରେ

ଉଦାହରଣ : ସେ ଝୁମୁକା ବଜାଇ ପିଲାମାନଙ୍କ ମନ ବୁଝାଉଛନ୍ତି

बच्चों का वह खिलौना जिसे हिलाने से झुनझुन शब्द निकलता है।

वह झुनझुना बजाकर बच्चे का मन बहला रही है।
खुनखना, खुनखुना, घुनघुना, झुनझुना, झुनझुनियाँ

A baby's toy that makes percussive noises when shaken.

rattle