ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝାଳୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝାଳୁଆ   ବିଶେଷଣ

ଅର୍ଥ : ଯେ ଝାଳରେ ଭିଜି ଯାଇଛି

ଉଦାହରଣ : ଝାଳରେ ଭିଜିଥିବା ଲୋକଟି କିଛି ସମୟ ଆରାମ କରିବାପରେ ପୁଣି କାମରେ ଯୋଗ ଦେଲା

ସମକକ୍ଷ : ଝାଳରେ ଭିଜିଥିବା

जो पसीने से भीगा हुआ हो।

पसीने से तर व्यक्ति थोड़ा आराम करने के बाद फिरसे काम में जुट गया।
पसीने से तर, स्वेदित

ଅର୍ଥ : ଝାଳ ଆଣିବାବାଲା

ଉଦାହରଣ : ବ୍ୟାୟାମ ଏକ ପ୍ରକାରର ଝାଳୁଆ କାମ

पसीना लानेवाला।

व्यायाम एक प्रकार का स्वेदी काम है।
प्रस्वेदित, स्वेदक, स्वेदी