ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଟକାମାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଟକାମାରି   କ୍ରିୟା ବିଶେଷଣ

ଅର୍ଥ : ଆବୁଡ଼ା ଖାବୁଡ଼ା ସ୍ଥାନ ଉପରେ ଝଟକା ବା ଅନିୟମିତ ଗତିରେ ‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍

ଉଦାହରଣ : ସେ ଗାଡ଼ିକୁ ଝଟକାମାରି ଚଳାଉଛି

ସମକକ୍ଷ : ଝଟକେଇ

झटके के साथ या अनियमित गति से जैसे ऊबड़-खाबड़ सतह पर।

वह गाड़ी को झटके से चला रहा है।
झटके के साथ, झटके से

With jerking motions.

She rose stiffly, jerkily from the window seat.
jerkily