ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଙ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଙ୍କାର   ବିଶେଷ୍ୟ

ଅର୍ଥ : ଝନଝନ୍ ଶବ୍ଦ

ଉଦାହରଣ : ନୂଆ ବୋହୂର ନୂପୁରର ଝଙ୍କାର ଘରେ ଶୁଣାଯାଉଅଛି

धातु की किसी वस्तु पर आघात लगने पर कुछ समय तक उसमें से बराबर निकलता रहने वाला झनझन शब्द।

घर में नई बहू की पायल की झनकार गूँज रही है।
झंकार, झनकार

A light clear metallic sound as of a small bell.

ting, tinkle

ଅର୍ଥ : ଗୋଟିଏ ଅଭିଲାକ୍ଷଣିକ ବା ସ୍ୱଭାବଗତ ଧ୍ୱନି

ଉଦାହରଣ : ପ୍ରଭୁପ୍ରେମର ଝଙ୍କାରରେ ମୋର ହୃଦୟ ଝଙ୍କୃତ ହେଉଛି ତାଙ୍କ କଥାରେ ସତ୍ୟର ଝଙ୍କାର ରହିଛି

एक अभिलाक्षणिक या स्वभावगत ध्वनि।

मेरा हृदय प्रभु-प्रेम की झंकार से झंकृत हो रहा है।
उसकी बातों में सच्चाई की झंकार है।
झंकार, झनकार

A characteristic sound.

It has the ring of sincerity.
ring