ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼େଇଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼େଇଦେବା   କ୍ରିୟାପଦ

ଅର୍ଥ : ଅଡ଼ୁଆ ବା ଝିଞ୍ଜଟ ନିମନ୍ତେ କାହାରିକୁ ଉତ୍ତରଦାୟୀକରି ତାହାକୁ ନିଜ ସହିତ ଜଡ଼ାଇବା

ଉଦାହରଣ : ରମେଶ ନିଜେ ତ ଫସିଯାଇଛି, ମୋତେ ବି ତା ସାଙ୍ଗରେ ଗୁଡ଼େଇ ଦେଇଛି

ସମକକ୍ଷ : ଗୁଡେଇ ଦେବା

उलझन या झंझट के लिए किसी को उत्तरदायी बनाकर उसे अपने साथ लगाना।

रमेश खुद तो फँसा ही साथ में मुझे भी लपेट लिया।
लपेटना

Engage as a participant.

Don't involve me in your family affairs!.
involve