ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜେରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜେରା   ବିଶେଷ୍ୟ

ଅର୍ଥ : ସତ୍ୟତା ଯାଞ୍ଚ ନିମନ୍ତେ କରାଯାଉଥିବା ପଚରାଉଚରା ବା ଖୋଳତାଡ଼ ପ୍ରଶ୍ନ

ଉଦାହରଣ : ବିଚାରାଳୟରେ ଓକିଲ ଦୋଷୀକୁ ଜେରା କରୁଛନ୍ତି

किसी की कही हुई बातों की सत्यता की जाँच के लिए की जाने वाली पूछ-ताछ या फेरफार के प्रश्न।

न्यायालय में वकील मुलज़िम से जिरह करता है।
जिरह

(law) close questioning of a hostile witness in a court of law to discredit or throw a new light on the testimony already provided in direct examination.

cross-examination