ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୁଲାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୁଲାପ   ବିଶେଷ୍ୟ

ଅର୍ଥ : ଏକ ଗଛର ମଞ୍ଜି, ଯାହାକୁ ଖାଇଲେ ଝାଡ଼ା ହେବାକୁ ଲାଗେ

ଉଦାହରଣ : କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଶ୍ୟାମ ଜୋଲାପ ବାଟି ପିଉଛି

ସମକକ୍ଷ : ଜମାଲଗୋଟା, ଜୋଲାପ

एक पौधे का बीज जिसे खाने से दस्त आने लगता है।

कब्ज दूर करने के लिए श्याम जमालगोटा पीसकर पी रहा है।
चक्रदंती, चक्रदन्ती, जमालगोटा, बीजरेचन, मलहर, वीजाख्य, सर्पदंष्ट्र

ଅର୍ଥ : ତରଳ ଝାଡ଼ା କରାଇବାର ଔଷଧ

ଉଦାହରଣ : ଜମାଲଗୋଟା ଏକ ଭଲ ବିରେଚନ

ସମକକ୍ଷ : ବିରେଚନ, ରେଚନ

दस्त लाने वाली दवा।

जमालगोटा एक अच्छा विरेचन है।
जुलाब, रेचन, रेच्य, विरेचन

A mild cathartic.

laxative