ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିତିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିତିବା   କ୍ରିୟାପଦ

ଅର୍ଥ : ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ କରିବା

ଉଦାହରଣ : ମଞ୍ଜୁଳ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଜିତିଲା

ସମକକ୍ଷ : ବିଜୟପ୍ରାପ୍ତ କରିବା, ବିଜୟଲାଭ କରିବା, ସଫଳତା ପ୍ରାପ୍ତ କରିବା

प्रतियोगिता आदि में सफलता प्राप्त करना।

मंजुल ने राज्य स्तरीय वादविवाद प्रतियोगिता जीती।
कामयाब होना, जीत दर्ज करना, जीतना, पार पाना, बाज़ी मारना, बाजी मारना, सफल होना, सफलता पाना, सफलता हासिल करना

ଅର୍ଥ : କାହାର ପ୍ରେମ, ସାଧୁବାଦ ଆଦିର ଅଧିକାରୀ ହେବା

ଉଦାହରଣ : ସ୍ୱାମୀ ବିବେକାନନ୍ଦ ନିଜ ଭାଷଣରେ ସମସ୍ତଙ୍କର ହୃଦୟ ଜିତିନେଲେ

किसी के प्यार, शाबाशी आदि का अधिकारी होना।

स्वामी विवेकानंद ने अपने भाषण से सबका दिल जीत लिया।
जीतना

ଅର୍ଥ : ଲଢ଼େଇରେ ବିପକ୍ଷ ବିରୁଦ୍ଧରେ ଜୟଲାଭ କରିବା

ଉଦାହରଣ : ମହାଭାରତ ଯୁଦ୍ଧରେ ପାଣ୍ଡବ ବିଜୟୀଲାଭ କଲେ

ସମକକ୍ଷ : ଜୟ ଜରିବା, ବିଜୟୀ ହେବା

लड़ाई में विपक्षी के विरुद्ध सफल होना।

महाभारत का युद्ध पाण्डवों ने जीता।
कामयाब होना, जीत दर्ज करना, जीतना, पछाड़ना, पराजित करना, परास्त करना, मात देना, विजय पाना, विजयी होना, शिकस्त देना, हराना

Obtain advantages, such as points, etc..

The home team was gaining ground.
After defeating the Knicks, the Blazers pulled ahead of the Lakers in the battle for the number-one playoff berth in the Western Conference.
Win points.
advance, gain, gain ground, get ahead, make headway, pull ahead, win