ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଜ୍ଞାସିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଜ୍ଞାସିତ   ବିଶେଷଣ

ଅର୍ଥ : ଯାହା ସମ୍ବନ୍ଧରେ ଜିଜ୍ଞାସା ବା ସୁପାରିଶ କରାଯାଇଛି

ଉଦାହରଣ : ଜିଜ୍ଞାସିତ ବ୍ୟକ୍ତି ସାକ୍ଷାତକାର ପାଇଁ ପହଞ୍ଚିପାରିଲା ନାହିଁ

जिसके संबंध में अनुशंसा या सिफ़ारिश की गई हो।

अनुशंसित व्यक्ति साक्षात्कार के लिए नहीं पहुँच सका।
अनुशंसित

ଅର୍ଥ : ଯାହା ବିଷୟରେ କିଛି ପଚରା ଯାଇଛି

ଉଦାହରଣ : ସେହି ଜିଜ୍ଞାସିତ ପ୍ରଶ୍ନଗୁଡ଼ିକ ସମାଧାନ କରିବା ସହଜ ନଥିଲା

ସମକକ୍ଷ : ଅନୁସନ୍ଧିଚ୍ଛୁକ, ଜାଣିବାର ଇଚ୍ଛୁକ

जिसके विषय में कुछ पूछा गया हो।

उसके जिज्ञासित प्रश्नों का समाधान करना आसान नहीं था।
अनुयुक्त, अनुयोजित, जिज्ञासित