ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାରିକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାରିକରିବା   କ୍ରିୟାପଦ

ଅର୍ଥ : ନୂଆ ନିୟମ ବା ଆଇନ ପ୍ରଚଳିତ କରିବା

ଉଦାହରଣ : ସରକାର ସର୍ବସାଧାରଣ ସ୍ଥାନଗୁଡ଼ିକରେ ଧୂମପାନ ନ କରିବାପାଇଁ ନିୟମ ଜାରିକଲେ

ସମକକ୍ଷ : ଲାଗୁକରିବା

नए नियम या क़ानून को प्रचलित करना।

सरकार ने सार्वजनिक स्थानों पर धूम्रपान न करने का नियम लागू किया।
जारी करना, पारित करना, लागू करना