ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜାପାନର ନିବାସୀ
ଉଦାହରଣ : କେତେକ ଜାପାନୀ ମୋର ଉତ୍ତମ ବନ୍ଧୁ
ସମକକ୍ଷ : ଜାପାନବାସୀ
जापान में रहनेवाला व्यक्ति।
A native or inhabitant of Japan.
ଅର୍ଥ : ଜାପାନ ଦେଶର ଭାଷା
ଉଦାହରଣ : ରାମ ଜାପାନୀ କହିପାରେ
जापान देश की भाषा।
The language (usually considered to be Altaic) spoken by the Japanese.
ଅର୍ଥ : ଯେଉଁ ଲିପିରେ ଜାପାନୀ ଭାଷା ଲେଖାଯାଏ
ଉଦାହରଣ : ରୂପା ଜାପାନୀ ଲେଖିପଢ଼ି ପାରେ
ସମକକ୍ଷ : ଜାପାନୀ ଲିପି
वह लिपि जिसमें जापानी भाषा लिखी जाती है।
ଅର୍ଥ : ଜାପାନୀ ଭାଷାର ବା ଜାପାନୀ ଭାଷା ସହିତ ସଂବନ୍ଧିତ
ଉଦାହରଣ : ଏହି ଜାପାନୀ ବହି ତୁମକୁ କେଉଁଠାରୁ ମିଳିଲା!
ଉଦାହରଣ : ଜାପାନୀ ଲୋକ ବଡ଼ ପରିଶ୍ରମୀ
ଅର୍ଥ : ଜାପାନର ବା ଜାପାନ ସମ୍ବନ୍ଧିତ
ଉଦାହରଣ : ଜାପାନୀ ବସ୍ତୁଗୁଡ଼ିକ ଶସ୍ତା, ସୁନ୍ଦର ଓ ମଜବୁତ
जापान का या वहाँ के निवासी, भाषा, संस्कृति इत्यादि से संबंधित।
Of or relating to or characteristic of Japan or its people or their culture or language.
ସଂସ୍ଥାପନ କରନ୍ତୁ