ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଞ୍ଚ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଞ୍ଚ କରିବା   କ୍ରିୟାପଦ

ଅର୍ଥ : କୌଣସି ବିଷୟ, ବସ୍ତୁ ଇତ୍ୟାଦି ସମ୍ବନ୍ଧରେ ସବୁ ତଥ୍ୟଗୁଡ଼ିକ ଅନ୍ୱେଷଣ କରିବା

ଉଦାହରଣ : ସଂସ୍ଥା ଏହି ଘୋଟାଲାର ତଥ୍ୟାନ୍ୱେଷଣ କରୁଛନ୍ତି

ସମକକ୍ଷ : ତଥ୍ୟାନ୍ୱେଷଣ କରିବା

किसी विषय, वस्तु आदि से संबंधित सभी तथ्यों का अन्वेषण करना।

संस्था इस घोटाले का तथ्यान्वेषण कर रही है।
जाँच पड़ताल करना, तथ्यान्वेषण करना

Conduct an inquiry or investigation of.

The district attorney's office investigated reports of possible irregularities.
Inquire into the disappearance of the rich old lady.
enquire, inquire, investigate

ଅର୍ଥ : ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା

ଉଦାହରଣ : ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ

ସମକକ୍ଷ : ପରୀକ୍ଷଣ କରିବା, ପରୀକ୍ଷା କରିବା

योग्यता, विशेषता, सामर्थ्य, गुण आदि जानने के लिए शोध संबंधी कार्य करना या कुछ विशेष काम करना।

सोनार सोने की शुद्धता परखता है।
जाँच करना, जाँचना, जांच करना, जांचना, टेस्ट करना, परखना, परीक्षण करना

Put to the test, as for its quality, or give experimental use to.

This approach has been tried with good results.
Test this recipe.
essay, examine, prove, test, try, try out