ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାକିଜୁକିହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାକିଜୁକିହେବା   କ୍ରିୟାପଦ

ଅର୍ଥ : ଭାଙ୍ଗ ବା କୁଞ୍ଚ ପଡ଼ିବା

ଉଦାହରଣ : କନାକୁ ଠିକ ଭାବରେ ନ ରଖିବାରୁ ସେଥିରେ ଭାଙ୍ଗ ପଡ଼ି ଯାଇଛି

ସମକକ୍ଷ : କୁଞ୍ଚ ପଡ଼ିବା, ଭାଙ୍ଗ ପଡ଼ିବା

बल या शिकन पड़ना।

कपड़ों को ठीक से न रखने पर वे सिकुड़ते हैं।
बल पड़ना, सल पड़ना, सलवट पड़ना, सिकुड़ना, सिलवट पड़ना

Become wrinkled or crumpled or creased.

This fabric won't wrinkle.
crease, crinkle, crumple, rumple, wrinkle