ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳ ଘଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳ ଘଡ଼ି   ବିଶେଷ୍ୟ

ଅର୍ଥ : ଏକ ପ୍ରାଚୀନ ଯନ୍ତ୍ର ଯେଉଁଥିରେ କୁଣ୍ଡରେ ଭର୍ତ୍ତି ହୋଇ ଥିବା ଜଳରେ କଣା ଯୁକ୍ତ ଗୋଟିଏ ଗିନା ରହିଥାଏ ଏବଂ ଏହି ଗିନାରେ ଭର୍ତ୍ତି ହେଉଥିବା ଜଳର ପରିମାଣରୁ ସମୟକୁ ଜାଣି ହେଉଥିଲା

ଉଦାହରଣ : ଆଜିକାଲି ଜଳଘଡ଼ିର ପ୍ରଚଳନ ନାହିଁ

ସମକକ୍ଷ : ଜଳ ଘଣ୍ଟା

एक प्राचीन यंत्र जिसमें नाँद में भरे हुए जल में एक छोटे छेदवाली कटोरी रहती थी और उस कटोरी में भरनेवाले जल के परिमाण से समय का ज्ञान होता था।

वर्तमान काल में जलघड़ी का प्रचलन नहीं है।
जलघड़ी, तोययंत्र, तोययन्त्र

Clock that measures time by the escape of water.

clepsydra, water clock, water glass