ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳତର୍ପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳତର୍ପଣ   ବିଶେଷ୍ୟ

ଅର୍ଥ : ଯେଉଁ କର୍ମକାଣ୍ଡ ଅନୁସାରେ ଦେବଗଣ,ଋଷିଗଣ ଏବଂ ପିତୃଗଣଙ୍କୁ ତୃପ୍ତ କରିବାପାଇଁ ସେମାନଙ୍କ ନାମରେ ଜଳ ଅର୍ପଣ କରାଯାଏ

ଉଦାହରଣ : ସ୍ନାନ କରିବାପରେ କେତେକ ଲୋକ ସୂର୍ଯ୍ୟଙ୍କୁ ଜଳତର୍ପଣ କରନ୍ତି

ସମକକ୍ଷ : ଅର୍ଘ, ଜଳଦାନ, ତର୍ପଣ

हिंदू कर्मकांड का वह कृत्य जिसमें देवों, ऋषियों और पितरों को तृप्त करने के लिए उनके नाम से जल दिया जाता है।

स्नान करने के बाद कई लोग सूर्य को तर्पण करते हैं।
अरघ, अर्घ, अर्घ्य, उदककार्य, उदकक्रिया, उदकदान, जलतर्पण, जलदान, तर्पण, तोयकम

The act of pouring a liquid offering (especially wine) as a religious ceremony.

libation