ଅର୍ଥ : ଜର୍ଜିୟା ଲୋକଙ୍କ ଭାଷା
ଉଦାହରଣ :
ସକୀନା ଜର୍ଜିୟାୟୀ ଭାଷା ଭଲ କହିପାରୁଛି
ସମକକ୍ଷ : ଜର୍ଜିୟାନ୍, ଜର୍ଜିୟାୟୀ ଭାଷା
ଅର୍ଥ : ଜର୍ଜିୟାସହ ସମ୍ବନ୍ଧିତ ବା ଜର୍ଜିୟାର
ଉଦାହରଣ :
ସେ ଜର୍ଜିୟାୟୀ କୃଷକ ଘରେ ରହୁଛି
ସମକକ୍ଷ : ଜର୍ଜିୟା ସମ୍ବନ୍ଧିତ, ଜର୍ଜିୟାନ୍
ଅର୍ଥ : ଜର୍ଜିଆ ଭାଷା ସମ୍ବନ୍ଧିତ ବା ଜର୍ଜିଆ ଭାଷାର
ଉଦାହରଣ :
ଏହି ଜର୍ଜିଆନ କାହାଣୀ ଅତ୍ୟନ୍ତ ରୁଚିକର
ସମକକ୍ଷ : ଜର୍ଜିଆନ