ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜରି   ବିଶେଷ୍ୟ

ଅର୍ଥ : ସୁନାରୁପାର ପତଳା ତାର ବା ଯେଉଁ ତାରରେ ସୁନା ବା ରୁପା ପାଣି ଦିଆହୋଇଛି

ଉଦାହରଣ : ଜରି କନାରେ ଜରି ଲାଗିଥାଏ

ସମକକ୍ଷ : ତାରକସି

सोने, चाँदी का पतला तार या वह तार जिसपर सोने या चाँदी का पानी चढ़ा हो।

जरतारी कपड़ों में जरतार लगे रहते हैं।
जरतार, ज़रतार

ଅର୍ଥ : ଲୁଗା ଆଦିରେ ବୁଣାଯାଇଥିବା ସୁନେଲି ତାରର ସୂକ୍ଷ୍ମସୂତା

ଉଦାହରଣ : ଏଇ ଶାଢ଼ୀରେ ଅଧିକ ଜରି ଲାଗିଛି

सोने के तार जो कपड़े आदि में बुने रहते हैं।

इस साड़ी में ज़री की अधिकता है।
जरी, ज़री