ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜରାସନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜରାସନ୍ଧ   ବିଶେଷ୍ୟ

ଅର୍ଥ : କଂସର ଶ୍ୱଶୁର ଥିବା ଏବଂ ଭୀମଙ୍କଦ୍ୱାରା ମରାଯାଇଥିବା ମଗଧର ରାଜା

ଉଦାହରଣ : କୃଷ୍ଣଙ୍କ ଇସାରାରେ ଭୀମ ଜରାସନ୍ଧଙ୍କୁ ଚିରି ଦେଇଥିଲେ

ସମକକ୍ଷ : ଜରାସଂଧ

मगध का एक राजा जो कंस का श्वसुर था तथा जिसे भीम ने मारा था।

कृष्ण के इशारे पर भीम ने जरासंध को चीर दिया।
जराकुमार, जरापुष्ट, जरायणि, जरासंध, जरासन्ध, जरासुत, द्विमातृ, द्विमातृज, मगहपति, मागध

An imaginary being of myth or fable.

mythical being