ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜମିଦାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜମିଦାରୀ   ବିଶେଷ୍ୟ

ଅର୍ଥ : ଜମିଦାରଙ୍କ ଅଧିକାର

ଉଦାହରଣ : ଜମିଦାର ନିଜ ଜମିଦାରୀର ନିଶାରେ ମତ୍ତ ହୋଇ ଚାଷୀ, ମୂଲିଆ ଆଦିଙ୍କ ଉପରେ ଅନ୍ୟାୟ କଲେ

ସମକକ୍ଷ : ଜମିଦାର ସତ୍ତ୍ୱ

जमींदार का अधिकार।

जमीनदार अपने ज़मींदारी के मद में चूर होकर किसानों,मजदूरों आदि पर अन्याय करने लगे।
जमींदार-स्वत्व, जमींदारी, ज़मींदारी

ଅର୍ଥ : ଜମିଦାର ହୋଇ ଅନ୍ୟକୁ ଖଜଣାରେ ଜମି ଦେବାପ୍ରଥା

ଉଦାହରଣ : ଆଧୁନିକ ଭାରତରେ ଜମିଦାରୀ ରହି ନାହିଁ

जमींदार होकर ज़मीनें दूसरों को लगान पर देने की प्रथा।

आधुनिक भारत में जमींदारी नहीं रही।
जमींदारी, ज़मींदारी

ଅର୍ଥ : ଜମିଦାରଙ୍କ ପଦ

ଉଦାହରଣ : ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କ ଜମିଦାରୀ ଚାଲିଗଲା

ज़मींदार का पद।

अंग्रेज़ों के ख़िलाफ बोलने के कारण उनकी ज़मींदारी चली गई।
जमींदारी, ज़मींदारी

ଅର୍ଥ : ଜମିଦାର ଯେଉଁ ଭୂମିର ନିଜେ ଅଧିକାରୀ

ଉଦାହରଣ : ସ୍ୱତନ୍ତ୍ର ଭାରତରେ ନା ଜମିଦାର ରହିଲେ ନା ତାଙ୍କ ଜମିଦାରୀ ରହିଲା

जमींदार की वह भूमि जिसका वह अधिकारी हो।

स्वतंत्र भारत में न जमींदार रहे न उनकी ज़मींदारी।
जमींदारी, ज़मींदारी, मिलकियत, मिल्कियत