ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନ୍ମସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନ୍ମସ୍ଥାନ   ବିଶେଷ୍ୟ

ଅର୍ଥ : ସେ ସ୍ଥାନ ବା ଦେଶ ଯେଉଁଠାରେ କାହାର ଜନ୍ମ ହୋଇଛି"

ଉଦାହରଣ : ଜନ୍ମଭୂମିର ରକ୍ଷାକରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ

ସମକକ୍ଷ : ଜନ୍ମଭୂମି, ମାତୃଭୂମି

ଅର୍ଥ : ସେହି ସ୍ଥାନ ଯେଉଁଠାରେ କାହାରି ଜନ୍ମ ହୋଇଛି

ଉଦାହରଣ : ଏହି ଫର୍ମରେ ଆପଣ ନିଜର ଜନ୍ମସ୍ଥଳୀର ନାମ ମଧ୍ୟ ପୂରଣ କରନ୍ତୁଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ଥିଲା

ସମକକ୍ଷ : ଜନ୍ମଭୂଇଁ, ଜନ୍ମଭୂମି, ଜନ୍ମସ୍ଥଳୀ

वह स्थान जहाँ किसी का जन्म हुआ हो।

इस प्रपत्र में आप अपनी जन्मस्थली भी भरिए।
राम का जन्मस्थान अयोध्या है।
अभिजन, आजान, उतन्न, जन्म भूमि, जन्म स्थान, जन्मभूमि, जन्मस्थली, जन्मस्थान, मातृ भूमि, मातृभूमि

The place where someone was born.

birthplace, place of birth