ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନସଂଗ୍ରାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନସଂଗ୍ରାମ   ବିଶେଷ୍ୟ

ଅର୍ଥ : କିଛି ଅବାଞ୍ଛିତ ବା ଅଜଣା ବ୍ୟକ୍ତି, ସ୍ଥିତି, କାର୍ଯ୍ୟ ଆଦିର ସମାପ୍ତି ନିମନ୍ତେ ଜନତାଙ୍କ ଦ୍ବାରା ଉତ୍ତେଜନାପୂର୍ଣ୍ଣ ଗୋଟିଏ ମିଳିତ ଅଭିଯାନ

ଉଦାହରଣ : ଜନସଂଗ୍ରାମ ଆଗରେ କୌଣସି ସତ୍ତା ମୁଣ୍ଡ ଟେକିପାରିବ ନାହିଁ

ସମକକ୍ଷ : ଜନଯୁଦ୍ଧ

किसी अवांछित या अनचाहे व्यक्ति, स्थिति, कार्य आदि की समाप्ति के लिए जनता द्वारा छेड़ा गया एक सम्मिलित अभियान।

जनयुद्ध के समक्ष कोई सत्ता नहीं टिक पाती।
जनयुद्ध, जनसंग्राम

A concerted campaign to end something that is injurious.

The war on poverty.
The war against crime.
war