ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଉଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଉଆ   ବିଶେଷ୍ୟ

ଅର୍ଥ : ମାଘ,ଫାଲ୍ଗୁନର ଫସଲରେ କ୍ଷତି ପହଞ୍ଚାଉଥିବା ଏକ ପ୍ରକାର କୀଟ

ଉଦାହରଣ : ସୋରିଷ ଫସଲରେ ଜଉଆ ଲାଗି ଯାଇଛନ୍ତି

एक प्रकार का कीट जो माघ,फाल्गुन में फसल को हानि पहुँचाता है।

सरसों की फसल में लाही लग गई है।
लखुआ, लाही

ଅର୍ଥ : ଫସଲ କ୍ଷତି କରୁଥିବା ଏକ ପ୍ରକାରର ପୋକ

ଉଦାହରଣ : ଜଉଆ ପୋକ ଫସଲ ନଷ୍ଟ କରି ଦିଅନ୍ତି

ସମକକ୍ଷ : ଜଉଆ ପୋକ

फसल को हानि पहुँचाने वाला एक प्रकार का कीड़ा।

माहूँ फसल को चौपट कर देते हैं।
माहूँ, माहों